କୃଷି ଭିତ୍ତିକ ଉଦ୍ୟୋଗ ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଉଦ୍ୟୋଗୀମାନଙ୍କୁ ₹୧କୋଟି ଯାଏଁ ରିହାତି ଯୋଗାଇଦେଉଛନ୍ତି ସରକାର। ଏହି ଯୋଜନା ମାଧ୍ୟମରେ ୧୧୭ ପ୍ରକାର କୃଷି ଉଦ୍ୟୋଗ ପାଇଁ ପ୍ରୋତ୍ସାହନ ମିଳୁଥିବା ବେଳେ କୃଷି କ୍ଷେତ୍ରରେ ନିଯୁକ୍ତି ଓ ରୋଜଗାର ସୃଷ୍ଟି ହେଉଛି। #ବିକଶିତଓଡ଼ିଶା pic.twitter.com/i1EKmqKQ5N
— CMO Odisha (@CMO_Odisha) March 26, 2025
27th March 2025: The government has introduced the Chief Minister’s Agricultural Business Scheme, offering financial assistance of up to ₹1 crore to entrepreneurs looking to establish agriculture-based businesses. This initiative encourages 117 types of agribusinesses, promoting employment and job creation in the agriculture sector, and boosting rural economic development.